
#ନିନ୍ଦ ମୋତେ#
Read Count : 158
Category : Poems
Sub Category : N/A
ପରାଜୟୀ, ଅପଦାର୍ଥ କହି ଯେବେ ନିନ୍ଦନ୍ତି ସରବେ
ଏ କଥା ମୁଁ କର୍ଣ୍ଣେ ଶୁଣି ହସଇ ନିରବେ
ମନକୁ ମୁଁ କହି ଉଠେ ମନଇଚ୍ଛା ନିନ୍ଦ
ଯା ଦ୍ବାରା ମୋ ଉନ୍ନତି ମାର୍ଗ ହେବ ନାହିଁ ବନ୍ଦ
ତୁୁୁି ନିନ୍ଦାରେ ନିଶ୍ଚେ ହେବ ମୋ ଜାଗୃତି
ସାାାା ନିଷ୍ଠାରେ ନିନ୍ଦା ହେବ ଯେ ବିସ୍ତୃତି
ହୁତୁହୁତୁୁ ଅଗ୍ନି ଜଳେ ଅନ୍ତର ମୋହରି
ମିଳେ ଯେବେ ପାଳ ରୁପି ନିନ୍ଦା ତ
ଝଟକେ ମୁଁ ଆଉଟା ସୁବର୍ଣ୍ଣ ପରି
ଆଦର ଲଭେ ପର ମୁହୂର୍ତରେ ।
#ଯୁଧିଷ୍ଠିର#
ନ ମୋୋୋୋୋୋୋୋୋୋୋୋ
Comments
- No Comments